Header Ads Widget

Dengue Slogan in Odia

Dengue slogan in odia, odia slogan on dengue, odia slogan dengue, dengue odia slogan.

ଘର ଚାରିପାଖ ରଖିଲେ ସଫା
ଡେଙ୍ଗୁ ରୋଗରୁ ପାଇବା ରକ୍ଷା । (Slogan 1)

ଡେଙ୍ଗୁ ରୋଗର ବାହକ ମଶା
ମଶାରୀ ଅଟଇ ଆମ ଭରଷା । (Slogan 2)

Dengue Slogan in Odia

ମଶାରୀ ଟାଣି ଯଦି ଶୋଇବା
ଡେଙ୍ଗୁ ମଶା ଠାରୁ ରକ୍ଷା ପାଇବା । (Slogan 3)

ଆସ ସଭିଁଏ ଶପଥ ନେବା
ଡେଙ୍ଗୁକୁ ସମୂଳେ ନାଶ କରିବା । (Slogan 4)

Post a Comment

0 Comments