Header Ads Widget

Best Odia Tantra Sadhana Book

Best Odia Tantra Sadhana Book

କାଶୀ ପ୍ରସିଦ୍ଧ ସିଦ୍ଧ ତନ୍ତ୍ର ବିଦ୍ୟା ହେଉଛି ତାନ୍ତ୍ରିକ ସାଧନା ପୁସ୍ତକ. ଏହି ପୁସ୍ତକ ଏକ ପ୍ରକାର ଆଧ୍ୟାତ୍ମିକ ପୁସ୍ତକ. ଏଥିରେ ଅନେକ ମନ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ରହିଛି. ଯାହାର ଚମତ୍କାରିତାକୁ ଅନେକ ଲୋକ ଜାଣିଛନ୍ତି. ଏହି ପୁସ୍ତକର ଲେଖକ ହେଉଛନ୍ତି ସାହିଲ କୁମାର ଦାସ. ଯିଏକି ଭୁବନେଶ୍ୱର ନାମକ ସହରର ହୀରାପୁର ନାମକ ଗ୍ରାମରେ ବାସ କରନ୍ତି. ଏହି ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକ ମାନଙ୍କ ପାଖରେ ଆଧ୍ୟାତ୍ମିକ ମନ୍ତ୍ରର ଚମତ୍କାରିତା ଓ ତାର ବ୍ୟବହାର ସମ୍ବନ୍ଧରେ ଅବଗତ କରେଇବା. ଏହି ପୁସ୍ତକ ଓଡ଼ିଆ ତନ୍ତ୍ର ମନ୍ତ୍ର ପୁସ୍ତକ ମାନଙ୍କ ଭିତରେ ଶ୍ରେଷ୍ଠ ବୋଲି ପାଠକ ସ୍ୱୀକାର କରନ୍ତି. Kashi Prasiddha Siddha Tantra Vidya Book Download.

Odia Tantra Sadhana Book

For order this book please Whatsapp mentioned the number in the image

Best Odia Tantra Sadhana Book, Kashi Prasiddha Siddha Tantra Vidya


  • Book Name- Kashi Prasiddha Siddha Tantra Vidya
  • Book Category - Odia Tantra Mantra Book Pdf Download
  • Price - ₹150 (Including Delivery Charge)
  • Author - Sahil Kumar Das
  • Publisher - JEC Publication

Post a Comment

0 Comments